Author: Nirvay

ଭାରତୀୟ ଚେସ ତାରକା ଗୁକେଶ ହେଲେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଡି ଗୁକେଶ । ଗୁକେଶ ଅନ୍ତିମ ମ୍ୟାଚରେ ବର୍ତ୍ତମାନର ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ ଦ୍ୱିତୀୟ…

ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ବିରଜା ହାଟକୁ ନେଇ ଯାଜପୁର ଜିଲାପାଳଙ୍କ ବଡ଼ ନିଷ୍ପତ୍ତି। ରବିବାରଠାରୁ ପୁରୁଣା ସ୍ଥାନରେ ବସିବ ବିରଜା ହାଟ। ୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତର ହୋଇଥିଲା ବିରଜା ହାଟ। ପୁରୁଣା ସ୍ଥାନକୁ ଫେରିବା ପାଇଁ…

କଳିଙ୍ଗ ଷ୍ଟାଡିୟମ୍‌ରେ ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ଉଦଘାଟିତ

ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଇନା…

ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ କଲେ ଝାରସୁଗୁଡ଼ା ଏସ୍‌ପି

ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ କଲେ ଝାରସୁଗୁଡ଼ା ଏସ୍‌ପି। ସୂଚନା ଅନୁଯାୟୀ ରାଉରକେଲା ବ୍ରାହ୍ମଣୀ ନଦୀରୁ ମିଳିଥିଲା ସୁନ୍ଦରଗଡ଼ରୁ ନିଖୋଜ ଜଣେ ନାବାଳିକାର ଖଣ୍ଡ ବିଖଣ୍ଡିତ ମୃତଦେହ। ଗୋଟିଏ ସ୍ଥାନରେ କଟା ହାତ-ଗୋଡ଼, ଆଉ ଗୋଟିଏ ସ୍ଥାନରେ ବସ୍ତାରେ ବନ୍ଧା ମୃତଦେହ…

୬ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ

୯ ମାସର ଦରମା ଦାବିରେ ଭୁବନେଶ୍ବର ଲୋୟର ପିଏମଜିରେ ୩ ଦିନ ଧରି ଲୋୟର ପିଏମଜିରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଚଳାଇଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଆଲୋଚନା ପାଇଁ ସରକାର ରାଜି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନକାରୀ ।…

ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ!

ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ। ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି। ଗୃହରେ ଏହାର ଗୁମର ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ମନ୍ତ୍ରୀଙ୍କ…

ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ; ପଢନ୍ତୁ ପୁରା ଖବର

ବଢିଲା ରାଜ୍ୟ ବ୍ୟାପି ୦୮ ଆମ୍ବୁଲାନ୍ସ କମ୍ପାନୀ ଓ କର୍ମଚାରୀ ବିବାଦ, ରାଜ୍ୟବ୍ୟାପୀ ରୋଗୀସେବା ବାଧାପ୍ରାପ୍ତ । ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ସମାନ କାମକୁ ସମାନ ଦରମା ଦାବି, ମଙ୍ଗଳବାର ଠାରୁ ଜିପିଏସ୍ ବଟନ୍ ଅଫ୍ କରି ଅଫରୋଡ୍ ମୋଡରେ ଗାଡି…

ୱାଲଟିଅର ଝଡ଼କୁ ନେଇ କଡ଼ା ଜବାବ ଦେଲେ କନକ ବର୍ଦ୍ଧନ ସିଂହଦେଓ

ବିଧାନସଭାରେ ୱାଲଟିଅର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗରେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡ଼ିଶାର…

ଆଗୁଆ ସରିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ। ୧୬ ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ଏହି ଅଧିବେଶନରେ ୧୨ ଟି କାର୍ଯ୍ୟ ଦିବସ ଅନୁଷ୍ଠିତ…

ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଗଠନ ହେବ ଟାସ୍କ ଫୋର୍ସ

ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ…