Author: Nirvay

ବିମାନ ଅବତରଣ ବେଳେ ଘଟିଲା ଅଘଟଣ, ରନୱେରେ ଜଳିଗଲା ବିମାନ

ନୂଆଦିଲ୍ଲୀ: ଜାପାନରେ ଏକ ବିମାନ ଅବତରଣ କରୁଥିବାବେଳେ ଏଥିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଫଳରେ ବିମାନ ସଂପୂର୍ଣ୍ଣ ପୋଡ଼ିଯାଇଛି। ସୂଚନା ଅନୁଯାୟୀ, ଟୋକିଓ ଏୟାରପୋର୍ଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ତେବେ କେଉଁ କାରଣରୁ ବିମାନରେ ନିଆଁ ଲାଗିଥିଲା…

ରାଉରକେଲା ହଇଜା ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ରାଉରକେଲା: ନିକଟରେ ରାଉରକେଲାରେ ବ୍ୟାପିଥିଲା ହଇଜା । ୱାଟକୋ ଲୋକଙ୍କୁ ଯୋଗାଉଥିବା ଗୋଳିଆ ସହ ଦୂଷିତ ପାଣି ଯୋଗୁଁ ପ୍ରଥମେ ଝାଡାବାନ୍ତି ପରେ ଏହା ହଇଜାର ରୂପ ନେଇଥିଲା । ଆଉ ହଇଜାରେ ସରକାରୀ ସ୍ତରରେ ୬ ଜଣଙ୍କର ଜୀବନ ଯାଇଛି…

ରେଙ୍ଗାଲି ବୋରଓ୍ୱେଲରୁ ଉଦ୍ଧାର ଶିଶୁକନ୍ୟାର ମିଳିଲା ପରିଚୟ

ସମ୍ୱଲପୁର: ରେଙ୍ଗାଲି ବୋରଓ୍ୱେଲରୁ ଉଦ୍ଧାର ଶିଶୁକନ୍ୟାର ଠାବ ହେଲେ ମାଆ ଓ ବାପା । ପୋଲିସ ମାଆକୁ ଠାବ କରିବା ପରେ କଟକ ବଡ ମେଡିକାଲ ପଠାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି । ତେବେ ଡିଏନଏ ରିପୋର୍ଟ…

କୋଭିଡ୍ ଅପଡେଟ: ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ ଚିହ୍ନଟ

ଦେଶ ସହ ଦୁନିଆର ଅନେକ ସ୍ଥାନରେ କରୋନା ସଂକ୍ରମଣ ବଢ଼ିଥିବାରେ ଦେଖାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି…

ଭୁଶୁଡିଛି ବ୍ୟବସ୍ଥା ଓ ତାଲିମ : ଅନଲାଇନରେ ମିଳିବେ କି ଅସଲ ପ୍ରତିଭା?

ବିରାଟ ବିରାଟ ଭିତ୍ତିଭୂମି ଓ ଚକମକ ଆଡମ୍ବରରୁ ସୃଷ୍ଟି ହୁଅନ୍ତି ନାହିଁ ପ୍ରତିଭାମାନେ । ଆମର ବିରାଟ ବିରାଟ କ୍ରୀଡ଼ା ଭିତ୍ତିଭୂମି ଯଦି ଆମ ଘରର (ରାଜ୍ୟର) ଗୁଣାତ୍ମକ ଖେଳାଳି ସୃଷ୍ଟିରେ ସହାୟକ ନହେଲା, ତା’ ହେଲେ ଏସବୁର ମୂଲ୍ୟ କଣ…

ଅନୁତାପ ନା ଭୋଟ ଭୟ!

ବର୍ଷିୟାନ ଏବଂ ଅଭିଜ୍ଞ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ନିଷ୍ପତ୍ତି ତତ୍କାଳ ଲାଗୁ ହୋଇଛି । ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି…

ନୂଆ ବର୍ଷରେ ରେକର୍ଡ଼ ଶ୍ରଦ୍ଧାଳୁ; ଶ୍ରୀକ୍ଷେତ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ

ପୁରୀ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ୨୦୨୪ ନୂଆବର୍ଷର ଆରମ୍ଭ କରିଛନ୍ତି। ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଆଶିଷ ଲାଭ ସହିତ ଆସନ୍ତା ଜାନୁଆରୀ…

‘ମେଟ୍ରୋ ପ୍ରକଳ୍ପ’ – ବିଜେଡିର ନିର୍ବାଚନୀ ଥୋପ: ଦିଲୀପ ମଲ୍ଲିକ

ଭୁବନେଶ୍ୱର: ରାଜ୍ୟ ସରକାର ଓ ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡିଶାବାସୀଙ୍କୁ ବୁଝାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିକାଶ ନୁହେଁ ଭୁବନେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗୋଲାପୀ ଚିତ୍ର ଓ ନିର୍ବାଚନ…

ସୂର୍ଯ୍ୟ ନମସ୍କାରରେ ଗିନିଜ୍‌ ରେକର୍ଡ

ଗୁଜୁରାଟ: ଆଜି ଇଂରାଜୀ ନବବର୍ଷ ଉପଲକ୍ଷେ ଗୁଜୁରାଟ ମୋଧିରା ସ୍ଥିତ ସୂର୍ଯ୍ୟ ମନ୍ଦିରଠାରେ ଏକ ସହ ୪ ହଜାର ବ୍ୟକ୍ତି ୧୦୮ଟି ସ୍ଥାନରେ ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟ ନମସ୍କାର। ବିଶାଳ ବୃହତ ଏବଂ ରମ୍ୟ ପରିବେଶରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରାଯାଇଛି।…

ଅପରିପକ୍ୱ ବିଜେଡି ସରକାର ଆଦିବାସୀ ବିରୋଧୀ : ବଳଭଦ୍ର ମାଝୀ

ଭୁବନେଶ୍ୱର: ଗତ ୨୧ଡିସେମ୍ବର ୨୦୨୩ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ମା’ଗୃହରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀଙ୍କୁ ମାରି ଦେଇଥିବା ଘଟଣାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳତା ହରାଇଥିବା ଏକ ଦୁର୍ଭାଗ୍ୟଜନକ । ହତ୍ୟାକୁ ୧୦ଦିନ ବିତିଯାଇଥିଲେ ମଧ୍ୟ ବର୍ତମାନ…