ତାଜା ଖବର ରାଜ୍ୟ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଲା ବିଜେଡି ଟିମ August 12, 2024 Nirvay ପୋଲାଭରମ ପ୍ରକଳ୍ପ କାମ ଯଥାଶୀଘ୍ର ସାରିବାକୁ ଚଳିତ ବଜେଟରେ ନିଷ୍ପତ୍ତି ନିଆଯିବା ସହ ଏଥିପାଇଁ ବ୍ୟୟବରାଦ ମଧ୍ୟ ହୋଇଥିଲା। ଯାହାଫଳରେ ରାଜ୍ୟରେ ପୋଲାଭରମ ପ୍ରକଳ୍ପ ରାଜନୀତି ସରଗରମ ହୋଇଥିଲା। ବିରୋଧୀ ଦଳ ବିଜେଡି ଏହାକୁ ବିରୋଧ କରିବା ସହ ପ୍ରକଳ୍ପ ସ୍ଥିତି…
ରାଜ୍ୟ କାଳ ହେଲା ଅନ୍ଧବିଶ୍ୱାସ ଓ ଧର୍ମାନ୍ତରଣ; ଜୀବନ ହରାଇଲେ ମହିଳା August 12, 2024 Nirvay ଆଜି ବି ଅନେକ ସ୍ଥାନରେ ଲୋକେ ଝଡ଼ାଫୁଙ୍କା, ଗୁଣି ଗାରେଡିରେ ବିଶ୍ୱାସ ରଖୁଛନ୍ତି। ଏଭଳି ଅନ୍ଧବିଶ୍ୱାସର କରୁଣ ପରିଣତିରୁ ଗଲା ମହିଳାଙ୍କ ଜୀବନ। ଏଭଳି ଅନେକ ଉଦାହରଣ ରହିଛି। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ କେଶାମ୍ ଗ୍ରାମ…
ତାଜା ଖବର ଦେଶ ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ତାଲିକା August 12, 2024 Nirvay କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ପ୍ରକାଶ ପାଇଛି। ଓଭରାଲ ରାଙ୍କିଂର ଶୀର୍ଷ ୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛନ୍ତି। ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ଆଗରେ ରହିଛି। ୬୦.୭୩% ସ୍କୋର୍ ସହ ‘ସୋଆ’…
ଖେଳ ବିଶ୍ୱ ସରିଲା ପ୍ୟାରିସ ଅଲିମ୍ପିକ୍ସ ୨୦୨୪; ୬ଟି ପଦକ ସହ ୭୧ତମ ସ୍ଥାନରେ ଭାରତ August 12, 2024 Nirvay ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରବିବାର ଶେଷ ହୋଇଛି । ୧୬ ଦିନ ଧରି ଚାଲିଥିବା ଖେଳ ମହାକୁମ୍ଭରେ ୨୦୬ ଦେଶ ୩୨ଟି ଖେଳରେ ମଇଦାନକୁ ଓହ୍ଲାଇଥିଲେ । ଆମେରିକା ୪୦ଟି ସ୍ୱର୍ଣ୍ଣ, ୪୪ଟି ରୌପ୍ୟ ଓ ୪୨ଟି ବ୍ରୋଞ୍ଜ ପଦକ ସହ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ପଞ୍ଝାରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପୂର୍ବତନ ମୁଖ୍ୟଯନ୍ତ୍ରୀ August 12, 2024 Nirvay ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ କୁବେର ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ…
ଖେଳ ରାଜ୍ୟ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପରେ ଓଡ଼ିଆ ସନ୍ତରଣକାରୀ ମନ୍ନତାଙ୍କୁ ସ୍ୱର୍ଣ୍ଣ ପଦକ August 12, 2024 Nirvay କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପରେ ଓଡ଼ିଆ ସନ୍ତରଣକାରୀ ମନ୍ନତା ମିଶ୍ରଙ୍କ ଐତିହାସିକ ବିଜୟ। ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ସ୍ୱର୍ଣ୍ଣ ଓ ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।…
ତାଜା ଖବର ଦେଶ ପଶ୍ଚିମବଙ୍ଗ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାରରେ ହସ୍ତକ୍ଷେପ କରିବାକୁ ମମତାଙ୍କ ଅନୁରୋଧ August 11, 2024 Nirvay ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଫୋନ୍ କରି ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଅନେକ ଲୋକ କାମ କରିବାକୁ…
ତାଜା ଖବର ରାଜ୍ୟ କିଏ, କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ? August 11, 2024 Nirvay ସାରା ଦେଶ ୭୮ତମ ସ୍ବାଧୀନତା ଦିବସ ପାଳିବ। ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ମଧ୍ୟ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ତାହା ସ୍ପଷ୍ଟ ହୋଇଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଭୁବନେଶ୍ୱରରେ…
ତାଜା ଖବର ରାଜ୍ୟ ଜମି ପଟ୍ଟା ପାଇବେ ହୀରାକୁଦ ବିସ୍ଥାପିତ August 11, 2024 Nirvay ପୂରଣ ହେବାକୁ ଯାଉଛି ଦୀର୍ଘଦିନର ଦାବି। ହୀରାକୁଦ ନଦୀବନ୍ଧ ଯୋଜନାରେ ଜମି, ଘର ଓ ଭିଟାମାଟି ହରାଇଥିବା ପରିବାର ଦୀର୍ଘ ୭୦ ବର୍ଷ ପରେ ନ୍ୟାୟ ପାଇବେ। ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ବିସ୍ଥାପିତଙ୍କୁ ୧୦ ଡିସିମିଲ ଲେଖାଏଁ ଜମି…
ତାଜା ଖବର ଦେଶ ରାଜ୍ୟ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ ଦିଦିଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ August 11, 2024 Nirvay ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଏ ଦିଗରେ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା…