Author: Nirvay

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ

ଆଜି ହେଉଛି ଭାରତ ଇତିହାସର ସବୁଠୁ ଦୁଃଖଦ ଦିନ । ଗୁଜରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୨୪୨ ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ଇଂଲଣ୍ଡ ଯାଉଥିବା ବୋଇଂ ୭୮୭-୮ ଡ୍ରିମଲାଇନ ବିମାନର…

ପୁରୀରେ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ସନ୍ଦେହ

ପୁରୀରେ ଜଣେ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ସନ୍ଦେହ । ଟାଉନ ଥାନା ଗୁଡ଼ିଆସାହି ରାବେଣି ଚଉରା ପାଖରେ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ମୃତ ସେବାୟତ ମହାସୁହାରସାହିର ଥିବାବେଳେ ସେ…

ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରି: ସ୍ୱାମୀଙ୍କୁ ମାରିଥିବା ସ୍ୱୀକାର କଲା ସୋନମ

ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମୃତ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ ରଘୁବଂଶୀ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ଏସଆଇଟି ଆଗରେ ସ୍ୱୀକାର କରିଛି । ଆଜିକୁ ଠିକ ମାସକ ତଳେ…

ଯାଜପୁର ଡାଇରିଆ ଆକ୍ରାନ୍ତଙ୍କ ପାଖରେ ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ୍‌

ଯାଜପୁର ଅଞ୍ଚଳରେ ୫୦୦ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏକ ଡାକ୍ତରୀ ଟିମ୍‌ ଆଜି ରୋଗୀଙ୍କ ପାଖରେ ପହଞ୍ଚିଛି । ଏହି ଟିମ୍‌ରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟି ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ…

ପୁଣି ଘୁଞ୍ଚିଲା ସ୍ପେଶ୍‌ ଏକ୍ସର ଆକ୍ସିଅମ୍‌-୪ ମିଶନ୍

ପୁଣି ଘୁଞ୍ଚିଲା ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ମିଶନ । ଫାଲକନ୍ 9 ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା । ପରୀକ୍ଷଣ ସମୟରେ ଲିକୁଇଡ ଅକ୍ସିଜେନ ଲିକେଜ ହେଉଥିବାର ଜଣା ପଡିଥିଲା ବୋଲି ଇସ୍ରୋ…

ସର୍ବଦଳୀୟ ଡେଲିଗେସନ ଟିମଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ବିଦେଶ ଗସ୍ତ ସାରି ଫେରିଥିବା ସର୍ବଦଳୀୟ ଡେଲିଗେସନ ଟିମକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିବା ଓ ପାକିସ୍ତାନର ଆତଙ୍କୀ ଚେହେରା ବିଶ୍ୱକୁ ଦେଖାଇବା ପାଇଁ ୩୦ରୁ ଅଧିକ ଦେଶ ଗସ୍ତ…

ଡ୍ରାଇଭର ଏକତା ମଞ୍ଚର ଆନ୍ଦୋଳନକୁ ଟ୍ରକ୍‌ ଓ ବସ୍‌ ମାଲିକ ସଂଘର ସମର୍ଥନ

ଡ୍ରାଇଭର ଏକତା ମଞ୍ଚର ଆନ୍ଦୋଳନକୁ ଆଜି ଟ୍ରକ୍‌ ଓ ବସ୍‌ ମାଲିକ ସଂଘ ସମର୍ଥନ କରିଛି । ୬ ଦଫା ଦାବି ପୂରଣ ନେଇ ଓଡ଼ିଶା ଡ୍ରାଇଭର ଓ ଏକତା ମଞ୍ଚ ପକ୍ଷରୁ ଆସନ୍ତା ଜୁଲାଇ ୮ ତାରିଖରୁ ରାଜ୍ୟବ୍ୟାପୀ ଷ୍ଟିୟରିଂ…

ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଖୋଲିଲା ବାଟ

ପାର୍ଟ-ପ୍ଲଟ ପଞ୍ଜୀକରଣ ନେଇ ସହଜ ଓ ସରଳ ବାଟ ଖୋଲିଲା । କିଛି ମାସ ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ହୋଇଥିବାବେଳେ ପୁଣି ପାର୍ଟ ପ୍ଲଟ୍ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି । ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ଦ୍ଵିତୀୟ…

ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ସସ୍‌ପେଣ୍ଡ୍‌

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ସସ୍ପେଣ୍ଡ୍ କରାଯାଇଛି । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି । ଜଣେ କ୍ରସର ମାଲିକଙ୍କ ଠାରୁ ୧୦…

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା

ରାଜ୍ୟରେ ଏବେ ପୁଣି ଉପରମୁହାଁ କରୋନା । ଆଜି ଗୋଟିଏ ଦିନରେ ଆଉ ସାତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…