ତାଜା ଖବର ଦେଶ ରାଜ୍ୟ ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା October 3, 2024 Nirvay ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି।ବୈଠକରେ ଶିଳ୍ପ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ…
ତାଜା ଖବର ରାଜ୍ୟ ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷାନୀତି October 3, 2024 Nirvay ରାଜ୍ୟରେ ଖୁବଶୀଘ୍ର ଜାତୀୟ ଶିକ୍ଷାନୀତି ଲାଗୁ ହେବ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ନୂଆ ପାଠ୍ୟକ୍ରମରେ ୪ ବର୍ଷିଆ ୟୁଜି ଡିଗ୍ରୀ (ସମ୍ମାନ) ରହିବ। ୪ ବର୍ଷିଆ ୟୁଜି ଡିଗ୍ରୀ (ଗବେଷଣା…
ତାଜା ଖବର ଦେଶ ଦିଲ୍ଲୀରେ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା October 3, 2024 Nirvay ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଡାକ୍ତର ହେଲେ ଜାଭେଦ। କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ଦୁଇ ଜଣ ଡ୍ରେସିଂ କରିବାକୁ ଆସିଥିବା ବେଳେ ଆହତ ଅବସ୍ଥାରେ କ୍ୟାବିନରେ ପଶି…
ତାଜା ଖବର ରାଜ୍ୟ ଜୋତାରେ ଲୁଚିଥିବା ମାରାତ୍ମକ କୋବ୍ରା କାମୁଡିଲା; ଜୋତା ପିନ୍ଧିବାର ସଠିକ ଉପାୟ କହିଲେ ବିଶେଷଜ୍ଞ October 2, 2024 Nirvay ନିକଟରେ ଭୁବନେଶ୍ୱରସ୍ଥିତ ଚକେଇସିହାଣୀରେ ରହୁଥିବା ସୁନୀଲ ପଣ୍ଡା ଜୋତା ପିନ୍ଧିବାକୁ ଚେଷ୍ଟା କରୁଥିବା ବେଳେ ଏକ ମାରାତ୍ମକ କୋବ୍ରା କାମୁଡ଼ି ଦେଇଥିଲା। ସାପଟି ଗୋଟିଏ ଜୋତା ଭିତରେ ଲୁଚି ରହିଥିଲା ଏବଂ ଜୋତା ଉଠାଇବା କ୍ଷଣି ଏହା ସୁନୀଲଙ୍କ ଡାହାଣ ହାତକୁ…
ତାଜା ଖବର ରାଜ୍ୟ ଓଡ଼ିଶାରେ ହେବ ବିରାଟ ପୁଞ୍ଜିନିବେଶ; ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 2, 2024 Nirvay ଦୁଇଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ବଡ଼ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ। ଦୁଇଦିନିଆ ଗସ୍ତରେ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ୱାନ ଟୁ ୱାନ…
ତାଜା ଖବର ରାଜ୍ୟ ଖଦି ବ୍ୟବହାର ପାଇଁ ମନମୋହନଙ୍କ ଆହ୍ବାନ October 2, 2024 Nirvay ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଖଦି ବୋର୍ଡ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଖଦି ବୋର୍ଡର ପୁନରୁଦ୍ଧାର ପାଇଁ ୩୦ ଲକ୍ଷ ଟଙ୍କା କେନ୍ଦ୍ର ଦେଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ଦେଶର…
ତାଜା ଖବର ରାଜ୍ୟ ନୀତିକାନ୍ତିରେ ବିଭ୍ରାଟ କଲେ କଠୋର ପଦକ୍ଷେପ ନିଆଯିବ: ଆଇନମନ୍ତ୍ରୀ October 2, 2024 Nirvay ଶ୍ରୀମନ୍ଦିରରେ ଲୁହା କଡ଼େଇରେ ଅବଢ଼ା ରନ୍ଧାହେବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ସମୀକ୍ଷା ଚାଲିଛି। ନୀତିକାନ୍ତିରେ ବିଭ୍ରାଟ କଲେ କୋଠର ପଦକ୍ଷେପ ନିଆଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ କଠୋର ପଦକ୍ଷେପ…
ତାଜା ଖବର ଦେଶ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ October 2, 2024 Nirvay ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ଭାରତ ଅଭିଯାନ ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଅବସରରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଇଛନ୍ତି। ଦେଶବାସୀଙ୍କ ସହଯୋଗରେ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା, ସ୍ବଚ୍ଛ ଭାରତ…
ତାଜା ଖବର ରାଜ୍ୟ କାର୍ଯ୍ୟରେ ଅବହେଳା ନେଇ ୫ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ October 2, 2024 Nirvay ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣାରେ କାର୍ଯ୍ୟରେ ଅବହେଳା ନେଇ ୫ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୋଚ୍ଛାପଡ଼ା ଥାନା ଏଏସଆଇ, ହାବିଲଦାର ଓ ୩ ହୋମଗାର୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୩ ହୋମଗାର୍ଡ…
ତାଜା ଖବର ଦେଶ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ October 2, 2024 Nirvay ବୁଧବାର ସକାଳେ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ପୁଣେର ବାୱଧନ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟରଟି ଅକ୍ସଫୋର୍ଡ ଗଲ୍ଫ କୋର୍ସ ରିସର୍ଟରୁ ଜୁହୁ ଅଭିମୁଖେ ଯାଉଥିଲା। ମୃତକମାନେ ହେଲେ ଗିରିଶ କୁମାର ପିଲ୍ଲାଇ, ପ୍ରୀତମଚାନ୍ଦ…