ବ୍ୟବସାୟ ଗ୍ୟାଙ୍ଗୱାର ପରେ ବଲାଙ୍ଗୀର ଜେଲରେ ଚଢ଼ଉ August 23, 2024 Nirvay ବଲାଙ୍ଗୀର ଜେଲ୍ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ଉ ହୋଇଛି। ବଲାଙ୍ଗୀର ଜେଲରେ ଗାଙ୍ଗୱାର ଖବର ପ୍ରକାଶ ପରେ ଚଢ଼ଉ କରାଯାଇଛି। ଏସ୍ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ଉ ହୋଇଛି। ବିଡ଼ି, ସିଗାରେଟ୍, ଦିଆସିଲି ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି।…
ତାଜା ଖବର ରାଜ୍ୟ ଗ୍ୟାଙ୍ଗୱାର ପରେ ବଲାଙ୍ଗୀର ଜେଲରେ ଚଢ଼ଉ August 23, 2024 Nirvay ବଲାଙ୍ଗୀର ଜେଲ୍ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ଉ ହୋଇଛି। ବଲାଙ୍ଗୀର ଜେଲରେ ଗାଙ୍ଗୱାର ଖବର ପ୍ରକାଶ ପରେ ଚଢ଼ଉ କରାଯାଇଛି। ଏସ୍ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ଉ ହୋଇଛି। ବିଡ଼ି, ସିଗାରେଟ୍, ଦିଆସିଲି ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି।…
ତାଜା ଖବର ରାଜ୍ୟ ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ August 23, 2024 Nirvay ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ଉ ହୋଇଛି। ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀର…
ତାଜା ଖବର ରାଜ୍ୟ ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ସରକାରୀ ପଟ୍ଟା August 22, 2024 Nirvay ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ସରକାରୀ ପଟ୍ଟା ଦିଆଯିବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏ ନେଇ ବିଧାନସଭାରେ ଘୋଷଣା କରିଛନ୍ତି। ୨୪ ବର୍ଷ ଧରି ବିଜେଡି ସରକାରରେ ଥିବାବେଳେ ଅନେକ ଶିକ୍ଷାନୁଷ୍ଠାନର ନିଜସ୍ବ ଜମି ନାହିଁ। ଅନ୍ୟ କାହା ଜମିରେ…
ତାଜା ଖବର ରାଜ୍ୟ ଆସନ୍ତା ୨ ବର୍ଷରେ ଧରଣୀଧର ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରାଯିବ: ମୁଖ୍ୟମନ୍ତ୍ରୀ August 22, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି । ୨୦୨୩ ଫେବୃଆରୀରେ ଧରଣୀଧର ମହାବିଦ୍ୟାଳୟ, ବିଶ୍ବ…
ତାଜା ଖବର ରାଜ୍ୟ ମୃତ ନାବାଳକ ପରିବାରକୁ ୪ ଲକ୍ଷ ସହାୟତା ପ୍ରଦାନ ନିର୍ଦ୍ଦେଶ August 22, 2024 Nirvay ବ୍ରହ୍ମପୁର ବଡ଼ବଜାରର ନାବାଳକ ସାଇରାମ ପାତ୍ର (୧୦) ମୁକୁଳା ଡ୍ରେନରେ ପଡ଼ି ନିଖୋଜ ହୋଇଯାଥିଲେ। ଦୀର୍ଘ ୪ ଘଣ୍ଟା ଧରି ସ୍ଥାନୀୟ ଯୁବକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଛି। ଲକ୍ଷ୍ମୀ ନୃସିଂହ ସାହି ୧୪…
ତାଜା ଖବର ରାଜ୍ୟ ବଢ଼ିଲା ଅଡୁଆ; ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଜମି ମାପଚୁପ ଆରମ୍ଭ August 22, 2024 Nirvay ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ (ଜିତୁ)ଙ୍କ ଅଡୁଆ ବଢ଼ିଲା। ସରକାରୀ ଜମି ଜବରଦଖଲ କରି ରଖିଥିଲେ। ଏ ନେଇ ଅଭିଯୋଗ ହେବା ପରେ ଏବେ ମାପଚୁପ ଆରମ୍ଭ ହୋଇଛି। ନୂଆଗାଁ ମୌଜାରେ ତହସିଲ ପ୍ରଶାସନ ଜମି ମାପଚୁପ ଆରମ୍ଭ କରିଛି।…
ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କୁ ଭେଟିଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ନବନିର୍ବାଚିତ ଅଧ୍ୟକ୍ଷା ଓ ସଦସ୍ୟ August 22, 2024 Nirvay କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜୁ ଜନତା ଦଳ। ଆଜି ଅନୁଷ୍ଠିତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦର ଅଧ୍ୟକ୍ଷା ଭାବେ ନିର୍ନ୍ଦ୍ୱନ୍ଦ୍ବରେ ନିର୍ବାଚିତ ହେବା ପରେ ଲିଲିତା ଦାସ ନବୀନ ନିବାସକୁ ଆସି ବିଜୁ ଜନତା ଦଳ ସଭାପତି ତଥା…
ତାଜା ଖବର ରାଜ୍ୟ ବିଜେପିରେ ମିଶିଲେ ହିଞ୍ଜିଳିର ଶତାଧିକ ନିର୍ବାଚିତ ପ୍ରତିନିଧି August 22, 2024 Nirvay ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର ମିଶ୍ରଙ୍କ ନେତୃତ୍ୱରେ ବିଜେଡିରୁ ବିଜେପିରେ ଯୋଗ ଦେଇଥିବା ଶ୍ରୀ ରାମକୃଷ୍ଣ ମହାକୁଡଙ୍କ ସହଯୋଗରେ ସରପଂଚ…
ତାଜା ଖବର ରାଜ୍ୟ ଖୋଲିବ ହୀରାକୁଦର ଆଉ ୬ ଗେଟ୍ August 22, 2024 Nirvay ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢ଼ୁଥିବାରୁ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିବ। ଅପରାହ୍ନ ୧ଟା ବେଳେ ୬ଟି ଗେଟ୍ ଖୋଲିବ। ଏ ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟଯନ୍ତ୍ରୀ । ସତର୍କ ଘଣ୍ଟି ବାଜିଲା। ପୂର୍ବାହ୍ନ ୧୨ଟା ସୁଦ୍ଧା…