Author: Nirvay

ପାରାଅଲିମ୍ପିକ୍ସର ପଞ୍ଚମ ଦିନରେ ଭାରତକୁ ୮ ପଦକ

ପ୍ୟାରିସ ପାରାଅଲିମ୍ପିକ୍ସରେ ଗୋଟିଏ ଦିନରେ ଭାରତକୁ ୮ ପଦକ ମିଳିଛି । ପଞ୍ଚମ ଦିନରେ ପଦକ ବର୍ଷା ହୋଇଛି । ୨ଟି ସ୍ବର୍ଣ୍ଣ ସହ ଭାରତକୁ ୮ ପଦକ ମିଳିଛି । ବ୍ୟାଡମିଣ୍ଟନରେ ନୀତେଶ କୁମାର ଓ ଜାଭେଲିନରେ ସୁମିତ ଅନ୍ତିଲଙ୍କୁ…

କୋଲକାତା ଲଜ୍ଜା; ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

ଦୁର୍ନୀତି ମାମଲାରେ କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଗିରଫ କରି ନିଜାମ ପ୍ୟାଲେସସ୍ଥିତ କାର୍ଯ୍ୟାଳୟକୁ ନେଲା ସିବିଆଇ। ଅଭୟା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହିଛି ଆର୍‌ଜି କର ହସ୍ପିଟାଲ୍‌। ପ୍ରକାଶ…

ଭଦ୍ରକ-ବିଜୟନଗରମ ତୃତୀୟ ଲାଇନ ପ୍ରକଳ୍ପ ଅଧୀନ ୪ଟି ରେଳ ସେତୁ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ

ରେଳ ମନ୍ତ୍ରଣାଳୟ ଗର୍ବର ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଘୋଷଣା କରିଛି ଯାହା ପୂର୍ବ ଭାରତରେ ରେଳ ସଂଯୋଗ ବୃଦ୍ଧି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଭଦ୍ରକ-ବିଜୟନଗରମ ରେଳ ସେକ୍ସନ (୩୮୫ କିଲୋମିଟର) ମଧ୍ୟରେ ରଣନୀତିକ ତୃତୀୟ ଲାଇନ ବିସ୍ତାରର ଏକ…

ତାଳ ହେଲା କାଳ; ଗଲା ହାତୀ ଛୁଆର ଜୀବନ

ଭୁବନେଶ୍ବର ଚନ୍ଦକାରେ ହାତୀଛୁଆ ମୃତ୍ୟୁର କାରଣ ସାଜିଛି ତାଳ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଓୟୁଏଟି ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ମୁଖ୍ୟ। ତାଳ ଖାଇବା ପରେ ହାତୀଛୁଆର ତଣ୍ଟିରେ ଲାଖି…

ସପ୍ତାହକରେ ୩୪୧୪ ଅବକାରୀ ମାମଲା, ୧୮୩୬ ଜଣ ଗିରଫ

ସପ୍ତାହବ୍ୟାପୀ ଚାଲିଥିବା ଅଭିଯାନର ସୂଚନା ଦେଇଛି ଅବକାରୀ ବିଭାଗ। ସପ୍ତାହକ ମଧ୍ୟରେ ୩୪୧୪ ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୧୮୩୬ ଜଣ ଗିରଫ ହୋଇଛନ୍ତି। ୧,୭୩,୫୧୬ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ହୋଇଛି। ୧୬,୧୫,୨୭୦ କେଜି ପୋଚ…

ଚିକିଟି ମଦ ବିଭୀଷିକା; ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ନକଲି ଓ ବିଷାକ୍ତ ମଦ ପିଇ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲା ଚିକିଟିରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ବିଷାକ୍ତ ମଦ ପିଇ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ…

ଗୃହରେ ହିନ୍ଦୀ କହିବାକୁ ବାରଣ

ବିଧାନସଭାରେ ହିନ୍ଦୀରେ ବକ୍ତବ୍ୟ ଦେବାକୁ ଉପବାଚସ୍ପତି ବାରଣ କରିଛନ୍ତି । ତେଲକୋଇ ବିଧାୟକ ଫକୀର ନାଏକ ହିନ୍ଦୀରେ କହିବା ବେଳେ ବାରଣ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ହିନ୍ଦୀରେ କହିବାକୁ ବିରୋଧ। ଓଡ଼ିଆରେ କହିବାକୁ ପରାମର୍ଶ…

ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ ହୋଇଛି। କେବଳ ଭାରପ୍ରାପ୍ତ ଅଧିକାରୀ ନୁହନ୍ତି, ଥାନାମାନଙ୍କରେ ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା ଏସଆଇ, କନଷ୍ଟେବଳ ମଧ୍ୟରେ ସମ୍ପୂର୍ଣ ବଦଳି କରାଯାଇଛି। ପୋଲିସ ବଦଳି କ୍ଷେତ୍ରରେ ଏହା ବୋଧହୁଏ ସବୁଠୁ…

ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ

ଉତ୍ତର ପ୍ରଦେଶ ବାହାରଚିରେ ଗଧିଆ ଆତଙ୍କ ଥମିବାର ନାଁ ଧରୁନି। ପୁଣି ଆଉ ଜଣେ ଶିଶୁକୁ ମାରିଲା ଗଧିଆ। ୩ ବର୍ଷର ଶିଶୁକୁ ଘରୁ ଟାଣି ନେଇ ମାରିଦେଇଛି। ଗଧିଆ ଆକ୍ରମଣରେ ଆଉ୨ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ୨…

ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ

ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନରୁ ଅଲଗା ହୋଇଯାଇଛି ୧୭ଟି ବଗି। ଗୋଟିଏ ବଗି ଓଲଟିଛି, ଗୋଟିଏ ଅଧା ଅଣେଇ ହୋଇରହିଛି । ଟ୍ରାକରୁ ବାହାରି ବଗି ଲାଇନଚ୍ୟୁତ ହୋଇଯାଇଛି।