ରାଜ୍ୟ ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଳକ ଜୀବନ୍ତ ଦଗ୍ଧ November 24, 2024 Nirvay ଜାତୀୟ ରାଜପଥ ନଂ ୧୬ରେ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଏକ କଣ୍ଟେନର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି |ଶନିବାର ରାତିରେ ବାଲେଶ୍ୱର ଜିଲ୍ଲାର ଜଲେଶ୍ୱର ପୋଲିସ ଷ୍ଟେସନ ଅଧୀନସ୍ଥ ଏହି ଜାଗା ରେ ଦୁର୍ଘଟଣା…
ଦେଶ ରାଜନୀତି ରାଜ୍ୟ ମହାପ୍ରଭୁ ଜଗନ୍ନାଥ ଯେ ଏତେ କୃପା କରିବେ ଜାଣିନଥିବେ ଭୂପେନ୍ଦ୍ର November 24, 2024 Nirvay ୨୦ ତାରିଖ ଦିନ ମତଦାନ ସରିବା ପରେ ସହନିର୍ବାଚନ ପ୍ରଭାରୀ ଅଶ୍ୱିନୀ ବୈଷ୍ଣବ ନିର୍ଭୟ ପ୍ରତିନିଧି ଙ୍କୁ କହିଥିଲେ ଯେ ଟିକି ନିଖ୍ ବୁଥ୍ ପର୍ଯ୍ୟବେକ୍ଷଣ ପରେ ଏନ୍ଡିଏ ମେଣ୍ଟ ଲଗ୍ଭଗ୍ ୧୬୦ଟି ଆସନ ପାଇ ଆରାମରେ ସରକାର ଗଢ଼ିବ। ସେ…
ଦେଶ ରାଜ୍ୟ ଓଡିଶା ପର୍ବ – ୨୦୨୪ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି November 24, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ନଭେମ୍ବର ୨୪) ଏଠାରେ ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିବେ ବୋଲି ଶନିବାର ଦିନ ଜଣେ ଅଧିକାରୀ କହିଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ଯ ଜନସଭାକୁ ସମ୍ବୋଧିତ କରିବେ। ରବିବାର…
ରାଜନୀତି ରାଜ୍ୟ କଣ୍ଟ୍ରାକ୍ଟର ପ୍ରେମ ପାଇଁ ପୂର୍ବତନ ବିଜେଡି ବିଧାୟକ ଙ୍କ ଆମରଣ ଅନଶନ November 24, 2024 Nirvay ବିଜଦ ସରକାର ଅମଳରେ ସଦର ବ୍ଳକ ଏବଂ ପୌରାଞ୍ଚଳରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ଅନ୍ତର୍ଗତ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ କ୍ରମେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟ ବନ୍ଦ ରଖୁବା ସହ ତଦନ୍ତ…
ରାଜ୍ୟ IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୧୧ଜଣ IAS ଙ୍କୁ ନୂଆ ଦାୟିତ୍ୱ November 24, 2024 Nirvay ଓଡ଼ିଶା ସରକାର ଶନିବାର ରାଜ୍ଯର ଆଇଏଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଶନିବାର ଜାରି ବିଜ୍ଞପ୍ତି ଅନୁଯାୟୀ ପି ଆଣ୍ଡ ସି ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମଙ୍କୁ ଶ୍ରମ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡିଶା ପର୍ବ ୨୦୨୪’ ର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ November 23, 2024 Nirvay ଶୁକ୍ରବାର ନୂଆଦିଲ୍ଲୀ ରେ ଓଡିଶା ସମାଜ ପକ୍ଷରୁ ଓଡିଶା ପର୍ବ ୨୦୨୪ ପାଳିତ ହୋଇଛି | ଏହି ସମାରୋହ ରେ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ ଯୋଗୋ ଦେଇଥିଲେ |ଓଡିଶା ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ…
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପାଇଁ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦେଶ November 22, 2024 Nirvay ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରିବା ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦେଶ କରିଛନ୍ତି । ଏହାସହିତ ପ୍ରତ୍ୟେକ ମାସର ୭ତାରିଖ ସୁଦ୍ଧା କେଉଁ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ଅବସର…
ରାଜ୍ୟ ରାଜ୍ୟସଭା ରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠେଇବାକୁ ବିଜେଡି ସାଂସଦଙ୍କୁ ନବୀନଙ୍କ ନିର୍ଦେଶ November 22, 2024 Nirvay ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ଶଙ୍ଖଭବନରେ ଦଳର ସାଂସଦମାନଙ୍କୁ ଭେଟିଛନ୍ତି ଏବଂ ରାଜ୍ଯର ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଯାହା ଲୋକସଭା ଏବଂ ରାଜ୍ୟସଭାରେ ଉଠାଯାଇପାରିବ। ରେଳ ନେଟୱାର୍କର ବିକାଶ, କୋଇଲା ବ୍ଲକ୍ ଆବଣ୍ଟନ, ଜାତୀୟ…
ଦେଶ ରାଜ୍ୟ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ଓଡ଼ିଶା ରାଜ୍ୟ ଦିବସ ସମାରୋହ ପାଳିତ November 22, 2024 Nirvay ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା (ଆଇ. ଆଇ. ଟି. ଏଫ୍.) ର ୪୩ତମ ସଂସ୍କରଣ ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଏହି…
ରାଜ୍ୟ ବଲାଙ୍ଗୀର ଘଟଣା କୁ ନେଇ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେଡି:ଦିଲୀପ ମଲ୍ଲିକ November 22, 2024 Nirvay ଆଜି ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ବିଜେଡି ବିରୁଦ୍ଧରେ ମନ୍ତବ୍ୟ ଦେଇଛନ୍ତି ଯେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁର୍ଭାଗ୍ୟଜନକ । ଏନେଇ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ…