Author: Nirvay

Cash Reward Announced For Missing Kids: ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ପୁରସ୍କାର ରାଶି ଘୋଷଣା

ରାଜଧାନୀରେ ଚିନ୍ତା ବଢ଼ାଇଛି ପିଲା ନିଖୋଜ ଘଟଣା । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ତିନି ଜଣ ଶିଶୁ ନିଖୋଜ ହେବା ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ପିଲାଙ୍କ ବିଷୟରେ ଖବର ଦେଲେ ୨୫…

Amit Shah in Odisha: କଟକରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହେଲେ ଅମିତ ଶାହ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକ ମୁଣ୍ଡଳି CISF କ୍ୟାମ୍ପ୍‌ରେ ଆୟୋଜିତ CISFର ୫୭ତମ ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ୍ ହୋଇଛନ୍ତି । ପରେଡ୍‌ରେ ଅଭିବାଦନ ଗ୍ରହଣ କରି ସେ CISFକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ…

Su-30MKI Fighter Jet Crash: ସୁଖୋଇ-୩୦MKI ବିମାନ ଦୁର୍ଘଟଣାଗ୍ରସ୍ତ, ବାୟୁସେନାର ୨ ଯୋଦ୍ଧା ଶହୀଦ

ଆସାମରେ ଏକ ତାଲିମ ମିଶନ ସମୟରେ ସୁଖୋଇ-30MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ୍ ଶହୀଦ ହୋଇଥିବା ଭାରତୀୟ ବାୟୁସେନା (IAF) ପକ୍ଷରୁ ଶୁକ୍ରବାର ନିଶ୍ଚିତ କରାଯାଇଛି । ଶହୀଦ ହୋଇଥିବା ଦୁଇ ପାଇଲଟ୍…

Major Gubernatorial Reshuffle: ବଦଳିଲେ ଏକାଧିକ ରାଜ୍ୟପାଳ ଓ ଉପରାଜ୍ୟପାଳ

ଗୋଟାଏ ଦିନରେ ବଦଳିଲେ ଏକାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ । ରାଷ୍ଟ୍ରପତି ଭବନ ଶୁକ୍ରବାର ଦିନ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅଦଳ ବଦଳ ଘୋଷଣା କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ…

India in T20 World Cup Final: ଟି୨୦ ବିଶ୍ୱକପ ଫାଇନାଲରେ ଭାରତ

ସେମି ଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇ ଟି-୨୦ ବିଶ୍ଵକପ୍ ୨୦୨୬ ର ଫାଇନାଲରେ ପ୍ରବେଶ କରିଛି । ଭାରତ ଦ୍ଵାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୪୬…

Shutdown of Hormuz Strait: ଆମେରିକା, ଇସ୍ରାଏଲ୍‌, ୟୁରୋପ ପାଇଁ ହର୍ମୁଜ ଜଳପଥ ବନ୍ଦ ରହିବା ନେଇ ସ୍ପଷ୍ଟ କଲା ଇରାନ

ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ଜଳପଥ ହର୍ମୁଜ ଏକପ୍ରକାର ବନ୍ଦ ହେବା ପରିସ୍ଥିତିକୁ ଚାଲିଆସିଛି । ଇରାନ କହିଛି ଯେ ହର୍ମୁଜ ଜଳପଥ କେବଳ ଆମେରିକା, ଇସ୍ରାଏଲ୍‌ ଏବଂ ୟୁରୋପ ପାଇଁ ବନ୍ଦ ରହିବ । ସେମାନଙ୍କର…

Tributes To Biju Patnaik: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି…

Rajya Sabha Polls: ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସୁଜିତ୍ କୁମାର ରାଜ୍ୟସଭା ନିର୍ବାଚନରେ ନାମାଙ୍କନ ଦାଖଲ କରିଛନ୍ତି । ସେଇଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି…

ICC T20 World Cup: ପ୍ରଥମ ଦଳ ଭାବେ ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ

ପ୍ରଥମ ଦଳ ଭାବେ ଟି୨୦ ବିଶ୍ୱକପ୍ ୨୦୨୬ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଦକ୍ଷିଣ ଆଫ୍ରିକାକୁ ବଡ଼ ବ୍ୟବଧାନରେ ହରାଇ ଫାଇନାଲକୁ ଉଠିଛି କିୱି ଦଳ । ନ୍ୟୁଜଲାଣ୍ଡ ଦଳ ପ୍ରଥମ ଦଳ ଭାବେ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୮…

Regularization Of Special Trains: ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ ନିୟମିତ କରିବା ପାଇଁ ରେଳ ମନ୍ତ୍ରଣାଳୟର ଅନୁମୋଦନ

ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ ପରେ, ରେଳ ମନ୍ତ୍ରଣାଳୟ ତିନୋଟି ସ୍ୱତନ୍ତ୍ର ଟ୍ରେନକୁ ନିୟମିତ କରିବାକୁ ଅନୁମୋଦନ କରିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ…