ରାଜ୍ୟ ଭିଆଇପି ଗସ୍ତ ନେଇ ରାଜଧାନୀ ର ସୌନ୍ଦର୍ଯ୍ୟକରଣ,ରାଜ୍ୟ ସରକାର ପକ୍ଷ ରୁ ୧୦ କୋଟି ମଞ୍ଜୁରୀ November 25, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରମୁଖ କାର୍ଯ୍ଯକ୍ରମ ଏବଂ ଗସ୍ତ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ଯକରଣ ଅଭିଯାନରେ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ।ରାଜଧାନୀ ଭୁବନେଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯକ୍ରମ ଆୟୋଜନ କରିବାକୁ ଯାଉଛି…
ଦେଶ ଶିକ୍ଷକ ଙ୍କ ପାଇଁ ଦ ଟିଚର ଆପ ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ November 25, 2024 Nirvay କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ଭାରତୀ ଏୟାରଟେଲ ଫାଉଣ୍ଡେସନ ଦ୍ୱାରା ବିକଶିତ ଶିକ୍ଷକ ଆପ୍ ଉନ୍ମୋଚନ କରିଛନ୍ତି। ଏକବିଂଶ ଶତାବ୍ଦୀର ଶ୍ରେଣୀଗୃହଗୁଡ଼ିକର ଆବଶ୍ଯକତାକୁ ପୂରଣ କରିବା ପାଇଁ ଶିକ୍ଷକମାନଙ୍କୁ ଭବିଷ୍ଯତର ପ୍ରସ୍ତୁତ କୌଶଳ…
ରାଜ୍ୟ ମା’ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ November 25, 2024 Nirvay ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର। ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠସ୍ତବ ଏବଂ ବାମନ ପୁରାଣରେ…
ରାଜନୀତି ରାଜ୍ୟ ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ଆଲୋଚନା ନେଇ କଂଗ୍ରେସ ବିଧାୟକ ଦଳ ବୈଠକ November 25, 2024 Nirvay ଆସନ୍ତା ୨୬ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ୨୫ରେ କଂଗ୍ରେସ ଏବଂ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ କଂଗ୍ରେସ ଏବଂ ବିଜେଡି ଅନାହାର ମୃତ୍ୟୁ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି, ନିଯୁକ୍ତି ଏବଂ ଶିଶୁ ବିକ୍ରି…
ବ୍ୟବସାୟ ରାଜ୍ୟ ବେଆଇନ ବୈଦେଶିକ ମୁଦ୍ରା କାରବାର ଅଭିଯୋଗରେ ଇଡି ଦ୍ୱାରା ଜେଡ ଇଷ୍ଟେଟରେ ଚଢ଼ାଉ : ୧.୩୯ କୋଟି ଜବତ November 25, 2024 Nirvay ଭୁବନେଶ୍ୱରର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଭେମ୍ବର ୨୨ ରେ ଓଡ଼ିଶା, ଦିଲ୍ଲୀ ଏବଂ ଗୁରୁଗ୍ରାମର ନଅଟି ସ୍ଥାନରେ ଅନୁସନ୍ଧାନ କରିଥିଲା, ଯାହା ମେସର୍ସ ଜେଡ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ (ଜେଡଇପିଏଲ) ସହିତ ଜଡିତ ଥିଲା।ଏହି ଅପରେସନ ସମୟରେ ଇଡି ୧.୩୯ କୋଟି…
ରାଜନୀତି ରାଜ୍ୟ ଯାଜପୁରରେ ଭବ ଦାସ ଓ ବିଜେଡି କର୍ମୀଙ୍କ ଗିରଫକୁ ନେଇ ତାତିଲା ବିଜେଡି November 25, 2024 Nirvay ବିଜେଡି ମୁଖପାତ୍ର ମାନେ ଡି. ଜି. ପି. ୱାଇ. ବି. ଖୁରାନିଆଙ୍କୁ ଭେଟିବା ପରେ ଅଭିଯୋଗ କରିଛି ଯେ ରାଜନୈତିକ ଚାପରେ ପୋଲିସ ବଛା ବଛା କାର୍ଯ୍ୟାନୁଷ୍ଠାନ ନେଉଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ଯାଜପୁରରେ ଚାଲିଥିବା ଗିରଫଦାରୀର…
ରାଜନୀତି ରାଜ୍ୟ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ November 24, 2024 Nirvay ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। ବିଧାୟକଙ୍କ ଆକ୍ରମଣ ଘଟଣାରେ ୧୪ ଗିରଫ କରାଯାଇଛି।…
ରାଜ୍ୟ ଦିଲ୍ଲୀ ରେ ଆୟୋଜିତ ଓଡିଶା ପର୍ବ ୨୦୨୪ ରେ ପ୍ରଧାନମନ୍ତ୍ରୀ ଙ୍କ ଉଦବୋଧନ November 24, 2024 Nirvay ଦିଲ୍ଲୀ ରେ ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନଭେମ୍ବର 22ରୁ 24 ଯାଏଁ ତିନି…
ଖେଳ ତାଜା ଖବର IPL ମେଗା ଅକ୍ସନ-୨୦୨୫ , ଋଷଭ ପନ୍ତ ସାଜିଲେ IPL ର ସବୁଠୁ ଦାମୀ ଖେଳାଳୀ November 24, 2024 Nirvay ରିଷଭ ପନ୍ତ ଶ୍ରେୟସ ଆୟରଙ୍କୁ ପଛରେ ପକାଇ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଠାରୁ ୨୭ କୋଟି ଟଙ୍କା ରେ ବିକ୍ରି ହୋଇ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳୀ ଭାବେ ବିବେଚିତ ହୋଇଛନ୍ତି | ଚଳିତ ବର୍ଷ ପ୍ରାରମ୍ଭରେ କୋଲକାତା ନାଇଟ୍…
ଖେଳ ଦେଶ ପର୍ଥ ଟେଷ୍ଟ ରେ ପରାଜୟର ଦ୍ୱାରଦେଶରେ ଅଷ୍ଟ୍ରେଲିଆ; ଦୃଢ଼ ସ୍ଥିତିରେ ଭାରତ November 24, 2024 Nirvay ଅଧିନାୟକ ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ତିନୋଟି ୱିକେଟ୍ ନେଇ ଦ୍ୱିତୀୟ ପାଳିରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆକୁ ୧୨/୩ ରେ ସୀମିତ ରଖି ପରାଜୟର ଦ୍ୱାର ଦେଶକୁ ଠେଲି ଦେଇଛନ୍ତି । ପର୍ଥ ଷ୍ଟାଡିୟମରେ ବର୍ଡର-ଗାଭାସ୍କର…