ରାଜ୍ୟ ନୂଆଦିଲ୍ଲୀ ରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା କୁ ରୌପ୍ୟ ପଦକ November 27, 2024 Nirvay ନୂଆଦିଲ୍ଲୀରେ ଆୟୋଜିତ ୪୩ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ଯ ମେଳା (ଆଇଆଇଟିଏଫ୍) ରେ ଓଡ଼ିଶା ପାଭିଲିଅନ୍ ରୌପ୍ଯ ପଦକ ଜିତିବା ପ୍ରତ୍ଯକ ଓଡ଼ିଆଙ୍କ ପାଇଁ ଅତ୍ଯନ୍ତ ଆନନ୍ଦ ଏବଂ ଗର୍ବର ବିଷୟ । ଓଡ଼ିଶା ନୂଆଦିଲ୍ଲୀର ପ୍ରିନ୍ସିପାଲ୍ ରେସିଡେଣ୍ଟ୍ କମିଶନର ବିଶାଲ ଗଗନ…
ରାଜ୍ୟ ସମ୍ବିଧାନ ଅବମାନନା କୁ ନେଇ ତାତିଲା ବିଜେଡି : ବିଜେପି କୁ ନବୀନଙ୍କ ସମାଲୋଚନା November 27, 2024 Nirvay ସମ୍ବିଧାନ ଦିବସରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦକୁ ବାଦ ଦିଆଯିବା ନେଇ ଡବଲ ଇଂଜିନ ସରକାରକୁ କଡ଼ା ସମାଲୋଚନା କରିଛି କଂଗ୍ରେସ।ଦଳ ଅଭିଯୋଗ କରିଛି, ଏ ଷଡଯନ୍ତ୍ର କେନ୍ଦ୍ର ସରକାର କରିଥିଲେ। ଯେଉଁଥି ପାଇଁ ବିଜେପି ଆଜି ବି ଧର୍ମନିରପେକ୍ଷ କଥା…
ରାଜ୍ୟ ଦାନା କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଆନ୍ତ-କେନ୍ଦ୍ରୀୟ ଟିମ November 26, 2024 Nirvay ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ପିକେ ରାଏଙ୍କ ନେତୃତ୍ବରେ ଏକ ସାତ…
ରାଜନୀତି ରାଜ୍ୟ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ବୃଦ୍ଧି ଆବେଦନ ଅଗ୍ରାହ୍ୟ November 26, 2024 Nirvay ଓଡ଼ିଶା ସରକାର ବରିଷ୍ଠ ଅମଲାତନ୍ତ୍ରୀ ତଥା ବିଜେଡ଼ି ନେତା ଭି. କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର. କାର୍ତ୍ତିକେୟନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି।2000 ବ୍ୟାଚ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମେ 31 ରେ ତାଙ୍କ ଝିଅର ଯତ୍ନ ନେବା…
ରାଜ୍ୟ ରାଜଧାନୀ ରେ ନରେନ୍ଦ୍ର ମୋଦି ଙ୍କ ରୋଡ ସୋ : ଦଳୀୟ କର୍ମୀ ଙ୍କୁ ଦେବେ ପରାମର୍ଶ November 26, 2024 Nirvay ଭୁବନେଶ୍ୱରରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ସୋ କରିବେ। ଜୁନ୍ 29ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ରୋଡ ସୋ ଆରମ୍ଭ ହୋଇ ରାଜଭବନରେ ଶେଷ ହେବ। ଏହି କାର୍ଯ୍ଯକ୍ରମରେ ଭାରତୀୟ ଜନତା ପାର୍ଟି…
ରାଜ୍ୟ ବିଧାନସଭାରେ ୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ଯମନ୍ତ୍ରୀ ମାଝୀ November 26, 2024 Nirvay ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଓଡ଼ିଶା ବିଧାନସଭାରେ ଚଳିତ ଆର୍ଥିକ ବର୍ଷ 2024-25 ପାଇଁ 12,156 କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀରେ ଭୁବନେଶ୍ୱରରେ ହେବାକୁ ଥିବା…
ରାଜ୍ୟ ଓଡ଼ିଶା ଓ କୋଲକାତା ର ଖଣି କମ୍ପାନୀ ପରିସରରେ ଆୟକର ବିଭାଗ ଚଢ଼ାଉ November 26, 2024 Nirvay ଆୟକର (ଆଇଟି) ଅଧିକାରୀମାନେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ଖଣି କମ୍ପାନୀର ଅନେକ ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ। ସୂଚନା ଅନୁଯାୟୀ , ଜୋଦାର ଏସ୍. ଏନ୍. ମୋହନ୍ତୀ ଗ୍ରୁପ୍ ଏବଂ କେଉଁଝରର ବଡ଼ବିଲ ସହିତ ଜଡିତ ଅନେକ…
ରାଜ୍ୟ ନୌସେନା ଦିବସରେ ପୁରୀରେ ୧୦ ଦିନିଆ ସାମୁଦ୍ରିକ ମାଛଧରା ନିଷେଧାଦେଶ ଜାରି November 26, 2024 Nirvay ଆସନ୍ତା ନୌସେନା ଦିବସ ପାଳନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ମଙ୍ଗଳବାର ଦିନ ପୁରୀ ଉପକୂଳରେ ବଙ୍ଗୋପସାଗରରେ ୧୦ ଦିନିଆ ମାଛଧରା ନିଷେଧାଦେଶ ଜାରି କରିଛି। ଏହି କଟକଣା ନଭେମ୍ବର ୨୬ରୁ ଡିସେମ୍ବର ୫ ପର୍ଯ୍ଯନ୍ତ ବଳବତ୍ତର ରହିବ। ପୁରୀ…
ଦେଶ ରାଜନୀତି ବାଲାଟ୍ ପେପରରେ ନିର୍ବାଚନ ଦାବିରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଘୋଷଣା November 26, 2024 Nirvay କଂଗ୍ରେସ ଅଧ୍ଯକ୍ଷ୍ୟ ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ‘ଭାରତ ଜୋଡ଼ୋ ଯାତ୍ରା ଶୈଳୀରେ ଅଭିଯାନ ପାଇଁ ଜନତାଙ୍କୁ ଅନୁରୋଧ କରିଛନ୍ତି।ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଦଳର ସମ୍ବିଧାନ ଦିବସ ରାଲିରେ ସେ କହିଛନ୍ତି, “ଆମେ ଇଭିଏମ୍ ଚାହୁଁନାହୁଁ, ଆମେ ବାଲଟ୍ ପେପର ଚାହୁଁଛୁ।ମହାରାଷ୍ଟ୍ର ବିଧାନସଭା…
ରାଜ୍ୟ ଭିଆଇପି ଗସ୍ତ ନେଇ ରାଜଧାନୀ ର ସୌନ୍ଦର୍ଯ୍ୟକରଣ,ରାଜ୍ୟ ସରକାର ପକ୍ଷ ରୁ ୧୦ କୋଟି ମଞ୍ଜୁରୀ November 25, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରମୁଖ କାର୍ଯ୍ଯକ୍ରମ ଏବଂ ଗସ୍ତ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ଯକରଣ ଅଭିଯାନରେ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ।ରାଜଧାନୀ ଭୁବନେଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯକ୍ରମ ଆୟୋଜନ କରିବାକୁ ଯାଉଛି…