୧୯୮୬ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ ୨୦୨୦ ମସିହାରୁ ଏହି ଦାୟିତ୍ୱରେ ଥିବା ବେଳେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୦ ଡିସେମ୍ବର ୩୧ତାରିଖରେ ଅସିତ ତ୍ରିପାଠୀ ରାଜ୍ୟର ୪୩ ତମ ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। Post navigation ବିଜେପିରେ ମିଶିଲେ କେନ୍ଦୁଝର ସଦର ବ୍ଳକର ସମସ୍ତ ବିଜେଡି ସମିତିସଭ୍ୟ ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍ଏର ଚିଠି; ହସ୍ପିଟାଲରେ ଏୟାରପୋର୍ଟ ଭଳି ଦିଆଯାଉ ସୁରକ୍ଷା