ବହୁ ଚର୍ଚ୍ଚିତ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଖବର ଆସିଛି । ବାହାଘର ପରେ ଘରୋଇ ନିର୍ଯାତନା ନେଇ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା । ଅନେକ କେସରେ ଡିଭୋର୍ସ ପରେ ସ୍ୱାମୀକୁ ସ୍ତ୍ରୀର ଭରଣପୋଷଣ ପାଇଁ ଟଙ୍କା ଦେବାକୁ ପଡେ । ତେବେ ପାରିବାରିକ ହିଂସାର କୌଣସି ପ୍ରମାଣ ଦେଇନପାରିବାରୁ ବର୍ଷା କରିଥିବା ମାମଲାକୁ କଟକ ଜେଏମଏଫସି କୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ବର୍ଷାଙ୍କୁ ଅନୁଭବ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେ ନାହିଁ । Post navigation ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି; ମେ ୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ମାଲକାନଗିରି ପିଏ ମୃତ୍ୟୁ ମାମଲା: ଆଇଏଏସ୍ ମନିଷ ଅଗ୍ରୱାଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ