ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ମହାନ୍ତି, ଜାଗ୍ରତି ଶୁକ୍ଲା । ସାମ୍ନାକୁ ଆସିଲା ବାହାଘର ବେଳର ଫଟୋ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଦ୍ଵିତୀୟ ଥର ପାଇଁ ବିବାହ କରିଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ସିନେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପରେ ଅନୁଭବଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ସେ ଆଜି ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ସହ ଦିଲ୍ଲୀରେ ବିବାହ କରିଛନ୍ତି । Post navigation ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ବିଧାନସଭା ଗୃହରୁ ନିଲମ୍ବିତ କଲେ ବାଚସ୍ପତି କାଲି ବିଧାନସଭା ବୟକଟ୍ କରିବ କଂଗ୍ରେସ