5Tକୁ ବିଜେପିର ଟାର୍ଗେଟ୍। ଏମିତି ଅଭିଯୋଗ ଆଣିଲେ ମୁଖପାତ୍ର ଅନିଲ ବିଶ୍ବାଳ। ସୂଚନା ଅନୁଯାୟୀ ବିଜେଡି ପ୍ରଚାର ପାଇଁ ବ୍ୟବହାର କରୁଥିବା ‘5T ମିସିଙ୍ଗ’ ଅଭିଯୋଗ। ସେ କହିଛନ୍ତି କି 5T ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା ୫୦୦ କୋଟି ଆଦାୟ କରାଯାଉ।5T ନାଁରେ ୪୦ ହଜାର କୋଟିର ଦୁର୍ନୀତି ହୋଇଛି ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି କି ଆଚରଣବିଧି ଲାଗୁ ପରେ ବି ସିଏମ୍ଓ ତାଲିକାରେ ଥିଲେ 5T ଅଧ୍ୟକ୍ଷ ଏବଂ ଏହାଦ୍ବାରା ମୁଖ୍ୟମନ୍ତ୍ରୀ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି। Post navigation ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଭୁଜବଳ ରାଜ୍ୟରେ ଅସହ୍ଯ ତାତି: ଜଳୁଛି ଓଡ଼ିଶା