ଗୋ ମାଂସ ଚାଲାଣକୁ ନେଇ ଗଣ୍ଡଗୋଳ ହୋଇଛି । ପୁରୀ ଗୋପ ଥାନା ବୋଇତଭଙ୍ଗା ସେତୁ ନିକଟରେ ପିକଅପ ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଗୋମାଂସ ଦେଖି ଲୋକେ ନିଆଁ ଲଗାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *