ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଏକ ବଡ଼ ଝଟକା ଲାଗିଛି । ପୂର୍ବରୁ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ କରିଥିବାବେଳେ ଆଜି ପୁଣି ୨୫% ଟାରିଫ୍ ଲଗାଇଛି ଆମେରିକା ।
 
ଏହାକୁ ମିଶାଇ ଏବେ ଭାରତ ଉପରେ ଲାଗୁ ହେଉଥିବା ମୋଟ ଟାରିଫ ବା ଶୁଳ୍କ ପରିମାଣ ୫୦% କୁ ବୃଦ୍ଧି ପାଇଛି । ଏଣିକି ଭାରତର ସାମଗ୍ରୀ ଆମେରିକାରେ ୫୦ ପ୍ରତିଶତ ଅଧିକ ଦରରେ ବିକ୍ରି ହେବ ।
 
ଭାରତ ରୁଷୀୟ ତୈଳ ଓ ଅନ୍ୟାନ୍ୟ ସାମରିକ ଉତ୍ପାଦ କ୍ରୟ କରିବାରୁ ଭାରତ ଉପରେ ଶୁଳ୍କ ବୃଦ୍ଧି କରାଯିବାର ଦିନେ ପରେ ପୁଣି ଥର ଟାରିଫ୍ ବୃଦ୍ଧି କରିବାକୁ ଚେତାବନୀ ଦେଇଥିଲେ ଟ୍ରମ୍ପ ।

By Nirvay

Leave a Reply

Your email address will not be published. Required fields are marked *