ଆଇଆରବି ବାଟାଲିଅନରେ ସିପାହୀ, କନଷ୍ଟେବଲ ନିଯୁକ୍ତି ମାମଲାରେ ବୟସ ସୀମାକୁ କୋହଳ କଲେ ହାଇକୋର୍ଟ ।ଆଇଆରବି ବାଟାଲିଅନ୍‌ରେ ସିପାହୀ ଓ କନଷ୍ଟେବଲ୍‌ ବୟସ ସୀମାକୁ ୩ ବର୍ଷ କୋହଳ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବୟସ ସୀମା କୋହଳ ନେଇ ସରକାରଙ୍କ ସହମତି ପରେ କୋର୍ଟ ଜାରି କଲେ ନିର୍ଦ୍ଦେଶ ।

ସୂଚନା ଯୋଗ୍ୟ; ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏ ନେଇ ବସିଥିଲା ବୈଠକ । ବୟସ ୩ ବର୍ଷ କୋହଳ ନେଇ ନିଷ୍ପତ୍ତି ନେର କୋଟଙ୍କୁ ଜଣାଇଥିଲେ ଏଜି ।

Leave a Reply

Your email address will not be published. Required fields are marked *