ମହିଳା ଟ୍ରେନିଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଓଡ଼ିଶା କ୍ୟାଡର IFS ଭି. କାର୍ତ୍ତିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଇଣ୍ଟରନାଲ ତଦନ୍ତ ଆଧାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। କାର୍ତ୍ତିକ ଏବେ କୋଏମ୍ବାଟୁର CASFOS ରେ ଅଧ୍ୟାପକ ଦାୟିତ୍ୱ ତୁଲାଉଛନ୍ତି। ଜୁନ ୩୦ ପୂର୍ବରୁ ଓଡ଼ିଶା ଫେରାଇ ନେବାକୁ କମିଟି ସୁପାରିଶ କରିଛି। ଏଥିସହ ଟ୍ରେନିଂ ସଂସ୍ଥା ବା ମହିଳା କାର୍ଯ୍ୟ କରୁଥିବା ସଂସ୍ଥାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛି। Post navigation ଓଡ଼ିଶା ଫେରିବେ IAS ମନୋଜ ଆହୁଜା ଆଜି ଲୋକସଭା ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ