ରାଜ୍ୟ ଓଡ଼ିଶା କ୍ୟାଡର IFS ଭି. କାର୍ତ୍ତିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ June 25, 2024 Subhasmita Nayak ମହିଳା ଟ୍ରେନିଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଓଡ଼ିଶା କ୍ୟାଡର IFS ଭି. କାର୍ତ୍ତିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଇଣ୍ଟରନାଲ ତଦନ୍ତ ଆଧାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। କାର୍ତ୍ତିକ ଏବେ କୋଏମ୍ବାଟୁର CASFOS ରେ ଅଧ୍ୟାପକ ଦାୟିତ୍ୱ…