ଭୁବନେଶ୍ୱର ଛାତ୍ରୀଙ୍କୁ ଫେଭର ମାଗି ବନ୍ଧା ହେଲେ ରସିକିଆ ପ୍ରଫେସର । ଭୁବନେଶ୍ୱରରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଏବଂ ତାଙ୍କର ଅଶ୍ଲୀଳ ଫଟୋ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଜଣେ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନର ପୂର୍ବତନ ପ୍ରଫେସରଙ୍କୁ ଗିରଫ କରାଯାଇଛି। ଅଧ୍ୟାପକ ଜଣକ କୋଲକାତା ହୁଗୁଳିର ହୋଇଥିବା ବେଳେ ଭୁବନେଶ୍ୱରରେ ରହି ପଶୁ ଚିକିତ୍ସା ଶିକ୍ଷାନୁଷ୍ଠାନର ପୂର୍ବତନ ଅଧ୍ୟାପକ ଭାବେ କାମ କରିଥିଲେ । Post navigation Gyanesh Bharti to Visit Odisha: ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ଉପ-ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ Series of accident in Bhubaneswar: ଭୁବନେଶ୍ୱର ସିରିଜ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି