ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ। ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ପାର୍ଲର ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ପୀଡ଼ିତା ଜଣଙ୍କ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି । ଅଭିଯୋଗ ପରେ ପାର୍ଲର ମାଲିକ ଏବଂ ଜଣେ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ। ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଛି ପୋଲିସ । Post navigation Odisha OPSC Reshuffles: ଓଏଏସ ସତ୍ୟବ୍ରତ ରାୟଙ୍କୁ ମିଳିଲା ଓପିଏସସି ସଚିବ ଦାୟିତ୍ବ Odia Film ‘Meher Munda’ Tax-Free: ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ