ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର । ପାଗ ଖରାପ ହେବା ଫଳରେ ଭୁବନେଶ୍ବର ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ପୁରୀର ସମଙ୍ଗ ଅସ୍ଥାୟୀ ବସ୍ ଷ୍ଟାଣ୍ଡରେ ଜରୁରୀକାଳୀନ ଅବତରଣ କରିଛି । ଏହା ପରେ ସଡ଼କ ପଥରେ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Post navigation INDI Alliance Meeting concludes; 5 Key Resolutions approved Govt cuts Subsidised LPG Cylinders under PM Ujjwala Scheme