ଆଜି ଅପରାହ୍ଣ ୫ଟାରେ ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପରୀକ୍ଷା ଫଳ। ରେଜଲ୍ଟ ଘୋଷଣା କରିବେ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ । ପ୍ରାର୍ଥୀମାନେ ସେମାନଙ୍କର ସ୍ୱତନ୍ତ୍ର ଆବେଦନ ନମ୍ବର ଏବଂ ପାସୱାର୍ଡ/ଜନ୍ମ ତାରିଖ ବ୍ୟବହାର କରି ojee.nic.in ରେ ସେମାନଙ୍କର ଅଫିସିଆଲ୍ ସ୍କୋରକାର୍ଡ ଯାଞ୍ଚ କରିପାରିବେ ଏବଂ ସେମାନଙ୍କର ରାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ।

Leave a Reply

Your email address will not be published. Required fields are marked *