ଲାଞ୍ଚ ନେଇ ବନ୍ଧା ହେଲେ ଆୟକର ଅଧିକାରୀ। ଭଦ୍ରକ ଜିଲ୍ଲାର ଆୟକର କାର୍ଯ୍ୟାଳୟରେ ସୁପରିଣ୍ଟେଣ୍ଡେଣ୍ଟ ରମେଶ ମହାନ୍ତି ଗିରଫ। ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ସିବିଆଇ। ଡୁପ୍ଲିକେଟ ପାନ୍ କାର୍ଡ ଡିଲିଟ କରିବାକୁ ରମେଶ ୪ ହଜାର ଟଙ୍କା ଲାଂଚ ମାଗିଥିଲେ ରମେଶ ମହାନ୍ତି। ରମେଶଙ୍କୁ ଗିରଫ କରିବା ସହ ଚରମ୍ପା ଆୟକର ବିଭାଗ କାର୍ଯ୍ୟାଳୟରେ ସିବିଆଇ ଟିମ୍ ତନାଘନା କରିଛି। Post navigation 10 Dead after fire breaks out at Muzaffarpur Hospital in Bihar Delhi Malviya Nagar Fire: Restaurant Owner Lokesh Bajaj arrested for flouting safety norms