Third-Degree Torture: Odisha Police Under Scanner Again

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ବଦଳିଲେ ଥାନାର ସମସ୍ତ ପୁଲିସ ଅଧିକାରୀ। ଗଞ୍ଜାମ ଜିଲ୍ଲାର ୫୨ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି । କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ଥାନାର ୨୪ ଜଣ ଷ୍ଟେସନ କର୍ମଚାରୀ ଏବଂ ବାଲିଛାଇ ଆଉଟପୋଷ୍ଟର ୩ ଜଣ କର୍ମଚାରୀଙ୍କୁ ବଦଳି କରାଯାଇଛି ।

ପୂର୍ବରୁ ସୁଶାନ୍ତ ସାହୁଙ୍କ ହାଜତ ମୃତ୍ୟୁ ଅଭିଯୋଗ ପରେ ଥାନାରେ କାର୍ଯ୍ୟରତ IPS ଅଫିସରଙ୍କୁ ଜିଲ୍ଲା ହେଡ଼ କ୍ଵାର୍ଟରକୁ ବଦଳି କରିଥିଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ନୀତି ଶେଖର । ସେହିପରି ଥାନାର ଜଣେ SI ଓ କନେଷ୍ଟବଳଙ୍କୁ ଓ ଫାଣ୍ଡିର ଜଣେ ASI ଙ୍କୁ ନିଲମ୍ବନ କରିଥିଲେ ।

Leave a Reply

Your email address will not be published. Required fields are marked *