ନୂଆ ନୌସେନା ମୁଖ୍ୟ ଭାବେ ଆଡମିରାଲ କ୍ରିଷ୍ଣା ସ୍ବାମୀନାଥନଙ୍କୁ ମିଳିଲା ଦାୟିତ୍ବ। ଦେଶର ୨୭ତମ ନୌସେନା ମୁଖ୍ୟ ଭାବେ ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଆଡମିରାଲ କ୍ରିଷ୍ଣା ସ୍ବାମୀନାଥନ । ୨୦୨୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସେ ନୌସେନା ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ।

Leave a Reply

Your email address will not be published. Required fields are marked *