ଆଜି IPL ଫାଇନାଲ୍ ମୁକାବିଲା । ଅହମ୍ମଦାବାଦରେ ହେବ ଫାଇନାଲ ଫାଇଟ୍ । ୬୪ ଦିନ ଓ ୭୩ ମ୍ୟାଚ୍‌ର ଘମାଘୋଟ ଲଢ଼େଇ ପରେ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ଦୁଇ ଟେବୁଲ୍‌ ଟପର୍‌ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ଗୁଜରାଟ ଟାଇଟନ୍ସ (ଜିଟି)। କ୍ୱାଲିଫାୟର୍-୧ରେ ଗୁଜରାଟକୁ ହରାଇ RCB ସିଧାସଳଖ ଫାଇନାଲରେ ପହଞ୍ଚିଥିବା ବେଳେ ଥିବା ବେଳେ, କ୍ୱାଲିଫାୟର୍-୨ରେ ଶୁବମନ ଗିଲଙ୍କ ଶତକ ବଳରେ ରାଜସ୍ଥାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ ଟାଇଟନ୍ସ ।

Leave a Reply

Your email address will not be published. Required fields are marked *