ବିଦ୍ୟୁତ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି OPTCL କଡ଼ା ପଦକ୍ଷେପ ନେଇଛି । କର୍ମଚାରୀଙ୍କ ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ ତତ୍କ୍ଷଣାତ ବାତିଲ କରାଯାଇଛି । ଛୁଟି ବାତିଲ ସହ କର୍ମଚାରୀମାନେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୂର୍ବ ଅନୁମତି ବିନା କେହି ହେଡକ୍ୱାର୍ଟର୍ସ ଛାଡ଼ି ପାରିବେ ନାହିଁ । ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଚାହିଦା ବୃଦ୍ଧି ପାଉଥିବାରୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ OPTCL ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । Post navigation Odisha CM works on Holiday: ଛୁଟି ଦିନରେ ଅଫିସ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ; ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କଲେ ଆଲୋଚନା