ନବରଙ୍ଗପୁରର କୁଖ୍ୟାତ ଗୋରୁ ମାଫିଆ ସେକ୍ ଅଜିଜ୍ ଗିରଫ । ଅଜିଜ ନାଁରେ ନବରଙ୍ଗପୁର ଓ କୋରାପୁଟ୍ ଜିଲ୍ଲାରେ ଅଛି ୬ଟି ମାମଲା । ସେକ୍ ଅଜିଜ୍କୁ ନିଜ ଘରୁ ଗିରଫ କଲା ନବରଙ୍ଗପୁର ପୋଲିସ । ନିକଟରେ ସଂପୃକ୍ତ ୨ଟି ମାମଲାରେ ୧୫୦ ଗୋରୁ ଉଦ୍ଧାର କରିଥିଲା ପୋଲିସ । ୧୫୦ରୁ ଊର୍ଦ୍ଧ୍ବ ଗୋରୁ ବିଶାଖାପାଟଣା ଓ ହାଇଦ୍ରାବାଦ ଚାଲାଣ ହେଉଥିବା ସୂଚନା । Post navigation Southwest Monsoon likely to hit Kerala on May 26: IMD Ambulance Incident: ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଘଟଣା; ଅଭିଯୋଗକୁ ଖଣ୍ଡନ କଲେ ମାଲିକ