ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେର ବିଶାଳ ବିଜୟ ହୋଇଛି। ଏହାରି ମଧ୍ୟରେ ତିରୁପତ୍ତୁର ବିଧାନସଭା ଆସନରେ ଜଣେ ପ୍ରାର୍ଥୀଙ୍କ ବିଜୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ୩୦ ରାଉଣ୍ଡ ପର୍ଯ୍ୟନ୍ତ ଆଗୁଆ ରହି ଡିଏମକେ ମନ୍ତ୍ରୀ କେଆର ପେରିଆକାରୁପ୍ପନ ଶେଷ ରାଉଣ୍ଡରେ ଗୋଟେ ଭୋଟରେ ପରାସ୍ତ ହୋଇଛନ୍ତି । ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେଥୁପତି ଆର ତାଙ୍କୁ ପରାସ୍ତ କରିଛନ୍ତି।

ଶ୍ରୀନିବାସ ସେଥୁପତି ମୋଟ ୮୩,୩୭୫ ଭୋଟ ପାଇଥିବା ବେଳେ କେଆର ପେରିଆକାରୁପ୍ପନ ମାତ୍ର ଗୋଟିଏ ଭୋଟରେ ପଛରେ ଥିଲେ।

 

Leave a Reply

Your email address will not be published. Required fields are marked *