England Beat Pakistan, first semi-finalists in T20 World Cup 2026
ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ହ୍ୟାରି ବ୍ରୁକ୍‌ଙ୍କ ବିସ୍ଫୋରକ ଶତକ (୫୧ ବଲ୍‌ରୁ ୧୦୦ରନ୍‌) ବଳରେ ପାକିସ୍ତାନକୁ ୨ ୱିକେଟ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ ।
 
ହ୍ୟାରୀ ବ୍ରୁକଙ୍କ ଶତକ ବଳରେ ଇଂଲଣ୍ଡ ୧୬୫ ରନ ଲକ୍ଷ୍ୟର ପିଛା କରି ୫ ବଲ୍‌ ପୂର୍ବରୁ ୮ ୱିକେଟ୍‌ ହରାଇ ହାସଲ କରିନେଇଥିଲା । ଗୋଟିଏ ମ୍ୟାଚ ବାକି ଥାଇ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇଛି।
 
ମଙ୍ଗଳବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ । ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା ପାକିସ୍ତାନ ।
 

By Nirvay

Leave a Reply

Your email address will not be published. Required fields are marked *