Odisha Police to recruit 4219 constables
ଓଡ଼ିଶାରେ ପୋଲିସରେ ଖାଲି ଥିବା ୪୨୧୯ କନେଷ୍ଟବଳ ପଦବୀ ପୂରଣ ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଦିନ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
 
ସିଧାସଳଖ ନିଯୁକ୍ତ ହେବେ ୪୨୧୯ ପୋଲିସ କନଷ୍ଟେବଲ । ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି ।
 
ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଲା ଗୃହ ବିଭାଗ । ଆବଶ୍ୟକ ନିୟମାବଳୀ ପାଳନ କରି ସିଧା ନିଯୁକ୍ତି ଦିଆଯିବ । ସାଧାରଣ ପ୍ରଶାସନ ବିଭାଗର SOP ପାଳନ କରିବାକୁ ନିର୍ଦ୍ଦେଶ ।

By Nirvay

Leave a Reply

Your email address will not be published. Required fields are marked *