ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଗର୍ଜିଲା ABVP । ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ଓଡ଼ିଶା ରାଜନୀତିରେ ନିଆଁ ଲାଗିଯାଇଛି । ଛାତ୍ରୀ ମୃତ୍ୟୁ ମାମଲାରେ କଂଗ୍ରେସର NSUI ଓ BCJDକୁ ଦାୟୀ କରିଛି ABVP। ଫଟୋ ଓ ଦସ୍ତଖତ ଦେଖାଇ କଂଗ୍ରେସର NSUI ଓ BCJDକୁ ଟାର୍ଗେଟ୍ କରି ସା. ସମ୍ପାଦିକା ଦିପ୍ତିମୟୀ କହିଛନ୍ତି ଯେଉଁମାନେ ଅଭିଯୁକ୍ତ HODଙ୍କ ସପକ୍ଷରେ ଦସ୍ତଖତ ସଂଗ୍ରହ କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏହା ସହ ଦିଲ୍ଲୀ ନିର୍ଭୟା ଆଇନ ଭଳି ଓଡ଼ିଶାରେ ଆଇନ ପ୍ରଣୟନ ହେବା ଦରକାର । ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତ ହେଉ । Post navigation ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ସହାୟତା ନମ୍ବର ୧୮୧ ପ୍ରଦର୍ଶନ ରେଭେନ୍ସା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଘେରିଲା ବିଜେଡି