ଓଏଏସ୍ ସଂଘର ନିଷ୍ପତ୍ତିକୁ ସମର୍ଥନ ଜଣାଇଲା ଓଆରଏସ୍ ସଂଘ । ଓଆରଏସ୍ ସଂଘର ବୈଠକ ପରେ ଏ ନିଷ୍ପତ୍ତି ନେଇ ଅବଗତ କରାଯାଇଛି । ମାତ୍ର ରାଜସ୍ବ ମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ ରଥ, ବନ୍ୟା ଡ୍ୟୁଟି କରିବୁ ବୋଲି କହିଛି ସଂଘ । ମାତ୍ର ଅନ୍ୟାନ୍ୟ କ୍ଷେତ୍ରରେ ଦାବି ପୂରଣ ନ ହେବା କାର୍ଯ୍ୟ ବନ୍ଦ ଆନ୍ଦୋଳନ

ORS ଅଫିସରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ରାଜସ୍ବ ମନ୍ତ୍ରୀଙ୍କ ନିବେଦନ । ଆନ୍ଦୋଳନକୁ ନ ଯାଇ ସରକାରଙ୍କ ସହ ଆଲୋଚନାକୁ ଆସନ୍ତୁ।

Leave a Reply

Your email address will not be published. Required fields are marked *