ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍ ଜାରି । ଆୟକର ଅନିୟମିତା ଘଟଣାରେ ଆଜି ଦ୍ୱିତୀୟ ଦିନରେ ବି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢାଉ ଜାରି ରହିଛି। ଗତକାଲି ନବ ଦାସଙ୍କ ବାସଭବନ ସମେତ ୨୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଅଚାନକ ଚଢ଼ଉ କରିଥିବା ଆୟକର ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ୱର, ଦିଲ୍ଲୀ ଏବଂ ସୁନ୍ଦରଗଡ଼ ସହିତ ଥିବା ଅନ୍ୟାନ୍ୟ ବ୍ୟବସାୟିକ ଠିକଣା ଦିନତମାମ ଚଢ଼ଉ ହୋଇଥିଲା । କୋଟି କୋଟି ଆୟକର ଫାଙ୍କିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି। Post navigation ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୀମାନ ଚକମା