master-canteen-name-to-be-changed
ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ । ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ମାଷ୍ଟର କ୍ୟାଣ୍ଟିନ୍ ନାଁ ବଦଳରେ ଓଡ଼ିଆ ଅସ୍ମିତାକୁ ବହନ କରୁଥିବା ନାଁ ରଖାଯିବ ।
 
ଏଥି ସହିତ ଇଂରେଜ ଅମଳରୁ ଥିବା ନାଁ ଗୁଡ଼ିକ ବଦଳାଇ ଓଡ଼ିଆ ନାଁ ରଖାଯିବ ବୋଲି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
 
ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନ ହେବ । ଏନେଇ ବିଚାର ବିମର୍ଶ ଚାଲିଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
 

By Nirvay

Leave a Reply

Your email address will not be published. Required fields are marked *