ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମ୍ଗାର୍ଡ ପି.କେ ସୁନ୍ଦରାୟ । କେସ୍ ଡାଏରୀରୁ ନାଁ ହଟାଇବାକୁ ଅଧରାତିରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଉଭୟ ଧରାପଡ଼ିଥିଲେ । ଉଭୟଙ୍କୁ ଭିଜିଲାନ୍ସ ଟିମ ଖୋର୍ଦ୍ଧାରୁ ଭୁବନେଶ୍ଵରକୁ ନିଆଯାଇଥିବା ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି । ନିକଟରେ ଉଲ୍ଲେଖନୀୟ ସେବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ତୁଷାର ସମ୍ବର୍ଦ୍ଧିତ ହୋଇଥିଲେ । Post navigation କେରଳ ଛୁଇଁଲା ମୌସୁମୀ; ୧୬ ବର୍ଷ ପରେ ଆସିଲା ସଅଳ ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ୍ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଭିଜିଲାନ୍ସ ଦ୍ୱାରା ଗିରଫ