୨୦ ବର୍ଷର ହାଟ ସମସ୍ୟା ଦୁଇ ମାସରେ ସମାଧନ ହୋଇଛି । ଭୁବନେଶ୍ୱରସ୍ଥିତ ସହିଦ ନଗର ହାଟ ପାଇଁ ହସ୍ତାନ୍ତର ହୋଇଛି ଜମି ।
ଏହାସହ ଉନ୍ନତିକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ମଧ୍ୟ ମିଳିଛି ଦାୟିତ୍ଵ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି ନିଷ୍ପତି ନେଇଛନ୍ତି ।
ମୋହନ ସରକାର ପାଖାପାଖି ୨୦ ବର୍ଷର ସମସ୍ୟାର ସମାଧାନ କରିଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।