ଏଣିକି ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ହେବ ମଦ । ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇବେ ରାଜ୍ୟ ସରକାର । ସେହିପରି ବିଦେଶକୁ ରପ୍ତାନୀ ହେବ ମହୁଲି । ୨୦୨୫-୨୬ ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି । ମଦ ପ୍ରସ୍ତୁତକାରୀ କମ୍ପାନୀ, ବିକ୍ରୟକାରୀ ଓ ଅବକାରୀ ଶିଳ୍ପ ଓ କଞ୍ଚାମାଲ କାରବାର କରୁଥିବା ବିଭିନ୍ନ ସଂସ୍ଥା ସହ ଏକ ବୈଠକ ହୋଇଛି । Post navigation ଓମାନରୁ ଓଡିଶା ଫେରିଲେ ୪ ଓଡ଼ିଆ ଶ୍ରମିକ ସରକାରୀ ଓ ଜଙ୍ଗଲ ଜମି ଜବରଦଖଲ ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ