ଅଣ୍ଡା ଦାମ ବଢିଥିବାରୁ ଅଙ୍ଗନବାଡିରେ କମ ଅଣ୍ଡା ଦିଆଯିବା ପ୍ରସଙ୍ଗକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି : ଅଣ୍ଡା ଦର କେନ୍ଦ୍ରରୁ ସ୍ଥିର ହେଉଛି। କେନ୍ଦ୍ର ସରକାରଙ୍କ ବିଭାଗ କୁ ଏ ବିଷୟରେ ଚିଠି କରାଯାଇଛି। ଜାନୁଆରୀ ୧୨ ରେ ରାଜସ୍ଥାନରେ ହେବାକୁ ଥିବା ମହିଳା ଶିଶୁ ବିକାଶ ମନ୍ତ୍ରୀ ମାନଙ୍କର ନେସନାଲ କନକ୍ଳେବ ରେ ଏ ବିଷୟରେ ଆଲୋଚନା କରାଯିବ। ଓଡିଶାର ଶିଶୁମାନେ କିଭଳି ଭଲ ପୋଷଣ ପାଇବେ ତା ବିଷୟରେ ଆଲୋଚନା କରାଯିବ। ଛତୁଆ ଠୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟା କୁ ଭଲ ଭାବେ ଦିଆଯାଇ ପାରିବ ସେ ପ୍ରସଙ୍ଗ ଉଠାଯିବ।ପିଲା ମାନଙ୍କର ଯାହା ଆବଶ୍ୟକ ଅଛି ସେହି ଆଧାରରେ ଯୋଗାଇଦିଆଯିବ। Post navigation ନୂଆବର୍ଷରେ ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡ଼ା ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ଅରବିନ୍ଦ ପାଢ଼ୀ