ଆସୁଛି ନୂଆବର୍ଷ । ୨୦୨୫ ନୂଆ ବର୍ଷ ପାଇଁ ଏବେଠାରୁ ଚାରିଆଡ଼େ ଜୋରଦାର ପ୍ରସ୍ତୁତି । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ କରାଯାଉଥିବା ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ଲାଗିଲା କଟକଣା ।  ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର ।  ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗର କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତ ।

ନରସିଂହ ଭୋଳ କହିଛନ୍ତି ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି । ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନିଆଯିବ । ଜାନୁଆରୀ ମଧ୍ୟଭାଗ ଯାଏଁ ଏନେଇ ଯାଞ୍ଚ ଜାରି ରହିବ ।

Leave a Reply

Your email address will not be published. Required fields are marked *