ଗୋ-ସୁରକ୍ଷା ନେଇ ବିଧାନସଭାରେ ଆଗତ ହେଲା ବିଲ୍‌ ।  ପ୍ରାଇଭେଟ୍‌ ବିଲ୍‌ ମାଧ୍ୟମରେ ଗୃହରେ ଆଗତ ହେଲା ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲ୍‌ । ଆଗତ ବିଲ୍‌କୁ ଆଲୋଚନା ପାଇଁ ଗ୍ରହଣ କରିଛନ୍ତି ବାଚସ୍ପତି ।

ଗୋହତ୍ୟା ଓ ଗୋଚାଲାଣ ରୋକା ଯାଇ ବୃଦ୍ଧି ହେବ ଗୋ ବଂଶ । ଯେଉଁମାନେ ଗୋ ଚାଲାଣ କରିଛନ୍ତି ସେମାନଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ।

Leave a Reply

Your email address will not be published. Required fields are marked *