ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସୁରକ୍ଷା ମାଗିଛନ୍ତି ବିଧାୟକ । ଚିଠି ମାଧ୍ୟମରେ ସୁରକ୍ଷା ମାଗିଥିବା ସୂଚନା । ଏହା ପରେ ସେ ଗଣମାଧ୍ୟମରେ କହିଛନ୍ତି ମତେ ସୁରକ୍ଷା ଦରକାର । ଯିଏ ଆସି ଅଫିସ ପାଖରେ ଗୁଳି ଚଳାଇ ପାରୁଛନ୍ତି, ସେମାନେ କେତେବେଳେ ବି ଜୀବନ ନେଇପାରିବେ । ତେଣୁ ମତେ ସୁରକ୍ଷା ଦିଆଯାଉ ।

ସୂଚନା ମୁତାବକ; ଗତ ୨୫ ତାରିଖରେ ବିଧାୟକଙ୍କ ଜାରକା କୁମାରୀ ସ୍ଥିତ ଅଫିସରେ ପଶି ବିଜେଡିର ଦୁଇ ନେତା ବିଧାୟକଙ୍କ କିଛି ସମର୍ଥକଙ୍କୁ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *