ଆଜି ଦୁଇ ବିଧାୟକଙ୍କୁ ନୂଆ ଦାୟିତ୍ୱ ମିଳିଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ଉପମୁଖ୍ୟ ସଚେତକ ଦାୟିତ୍ବ ମିଳିଛି। ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ଦେଇଛନ୍ତି । Post navigation ଦାୟିତ୍ବ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆଡଭୋକେଟ୍ ଜେନେରାଲ ଏଏସ୍ଓଙ୍କୁ ମାଡ଼ ଅଭିଯୋଗକୁ ନେଇ ବିଧାନସଭାରେ ହଟ୍ଟଗୋଳ; ଦିନ ସାଢ଼େ ୧୧ ଯାଏଁ ଗୃହ ମୁଲତବି