ପୁଣି ଫେରିବ ହକି ଇଣ୍ଡିଆ ଲିଗ୍‌ । ଡିସେମ୍ବର ୨୭ରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍। ଫେବ୍ରୁଆରୀ ୧ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି। ପୁରୁଷରେ ୫ଟି ଓ ମହିଳାରେ ୬ଟି ଟିମ୍ ଭାଗ ନେବେ । ରାଉରକେଲା ଓ ରାଞ୍ଚିରେ ଖେଳାଯିବ ସବୁ ମ୍ୟାଚ୍ । ଓଡ଼ିଶାର ମଧ୍ୟ ଏକ ଟିମ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବ।

By Nirvay

Leave a Reply

Your email address will not be published. Required fields are marked *