ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଚଳିତ ସପ୍ତାହରେ ଭାରତ ଗସ୍ତ କରିବେ। ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏହି ଗସ୍ତ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ସି ଜିନପିଙ୍ଗ୍ ସେପ୍ଟେମ୍ବର ୧୨ ରୁ ୧୩ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବେ। ଗତ ୭ ବର୍ଷ ମଧ୍ୟରେ ଚୀନ୍ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। Post navigation Ex-PACS Secretary Arrested: ୧୪.୨୨ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଲୁଟ; PACSର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକ ଗିରଫ Political Clash in Kendrapada: ରାଜନଗରରେ ଶିଳାନ୍ୟାସ ବେଳେ ବିଧାୟକ ଧ୍ରୁବ ସାହୁଙ୍କୁ କଡ଼ା ବିରୋଧ