ଓଡ଼ିଶାର ଆନ୍ତର୍ଜାତିକ ବିମାନ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ଖୁସିଖବର ସାମ୍ନାକୁ ଆସିଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ ପାଇଁ ପୁଣିଥରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବେସରକାରୀ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ଆସନ୍ତା ନଭେମ୍ବର ମାସରୁ ଏହି ପୁନରୁଦ୍ଧାର ସେବା ଚାଲୁ କରିବାକୁ ପ୍ରସ୍ତୁତି ସାରିଛି। ଗତ ଜୁଲାଇ ମାସରେ ଅପରିହାର୍ଯ୍ୟ କାରଣବଶତଃ ଏହି ବିମାନ ଚଳାଚଳ ବନ୍ଦ ରହିଥିଲା। ତେବେ ଏହାକୁ ପୁନଃ ସାମିଲ କରାଯିବା ପରେ ଏବେଠାରୁ ହିଁ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। Post navigation Orangutans shifted to Nandankanan Zoo: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ BJD Protests at Lok Bhavan: ଏମଏମଡିଆର ସଂଶୋଧନକୁ ବିରୋଧ: ଲୋକଭବନ ଆଗରେ ବିଜେଡିର ଜୋରଦାର ବିକ୍ଷୋଭ