ରାଜ୍ୟରେ ଚିନି ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଇଥାନଲ୍ ଉତ୍ପାଦନ ପାଇଁ ଚିନିର ଦରବୃଦ୍ଧି ଘଟିଛି, ମାତ୍ର ଏହା ପଛରେ ଅନ୍ୟ କେତେକ କାରଣ ମଧ୍ୟ ରହିଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ଚିନି ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆସନ୍ତା କିଛି ଦିନ ମଧ୍ୟରେ ଚିନି ଦର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯିବ। Post navigation PM Modi’s 137th Mann Ki Baat: ଇତିହାସ, ସ୍ୱଚ୍ଛତା ଓ ସ୍ୱାବଲମ୍ବନର ନୂଆ ଦିଗ ଦେଖାଉଛି ‘ମନ୍ କୀ ବାତ୍’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Sambandha Cooperative Membership Campaign: ସମବାୟ ସଦସ୍ୟତା କାର୍ଯ୍ୟକ୍ରମ ‘ସମ୍ବନ୍ଧ’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ