ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଗିରଫ । ଷ୍ଟାଲିନ୍ଙ୍କୁ ତାଙ୍କ ବାସଭବନରୁ ଗିରଫ କଲା ପୋଲିସ। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଉଦୟନିଧି ଷ୍ଟାଲିନ୍ ମାଦ୍ରାସ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଛନ୍ତି। Post navigation Accused Escape Case In BBSR: ମହିଳା ଥାନାରୁ ଅଭିଯୁକ୍ତ ଚମ୍ପଟ୍ ମାରିବା ଘଟଣା; ଡିସିଓ ଏବଂ ସେଣ୍ଟ୍ରି ନିଲମ୍ବିତ Chandipura Virus in Gujarat: ଗୁଜରାଟରେ ବିପଜ୍ଜନକ ଚାନ୍ଦିପୁରା ଭାଇରସ୍; ୨୨ ପିଲା ମୃତ